06762-286610    kvk.dhenkanal@ouat.ac.in

Ova
  • fullslide1
    Welcome to Krishi Vigyan Kendra, Dhenkanal
  • fullslide1
    Welcome to Krishi Vigyan Kendra, Dhenkanal
  • fullslide1
    Welcome to Krishi Vigyan Kendra, Dhenkanal
  • fullslide1
    Welcome to Krishi Vigyan Kendra, Dhenkanal
  • fullslide1
    Welcome to Krishi Vigyan Kendra, Dhenkanal
  • fullslide1
    Welcome to Krishi Vigyan Kendra, Dhenkanal

About Krishi Vigyan Kendra


Krishi Vigyan Kendra, Dhenkanal is a First line Transfer of Technology Project sanctioned by the Indian Council of Agricultural Research on the 31st of March, 1993. Its primary objective was to transfer agricultural technology to farmers and promote efficient farming practices. Initially, the Kendra was established under the administrative control of the Central Rice Research Institute (CRRI), at present known as the National Rice Research Institute (NRRI). However, in pursuant to the Council's Office Order No. 5(143)/97 AE-II dated the 7th of June, 2001, the administrative control of the Kendra was transferred to Odisha University of Agriculture & Technology (OUAT), Bhubaneswar as a result, Krishi Vigyan Kendra, Dhenkanal became the 9th Kendra under the OUAT umbrella. The Krishi Vigyan Kendra, Dhenkanal, located in the Mid Central Table Land Zone of Odisha and commenced its operations on the 17th of August 2001. Situated in Mahisapat, Dhenkanal, it stands in close proximity to the Regional Research and Technology Transfer Station.

The primary objective of Krishi Vigyan Kendra is to assess location-specific technology modules in agriculture and allied enterprises. Through its dedicated efforts in technology assessment, refinement, and demonstrations, the Kendra serves as an essential entity within the National Agricultural Research System (NARS). As a Knowledge and Resource Centre, Krishi Vigyan Kendra, Dhenkanal plays a crucial role in supporting and spearheading initiatives aimed at improving the agricultural economy of the district. Its expertise and resources are utilized by public, private, and voluntary sectors, effectively linking the NARS with the extension system and farmers.

The operational area of this Kendra covers all eight blocks of the Dhenkanal district. These blocks include Bhuban, Dhenkanal, Gondia, Hindol, Kamakhyanagar, Kankadahad, Odapada, and Parjang. This broad coverage allows the Kendra to have a significant impact on the agricultural practices and livelihoods of a vast population. Krishi Vigyan Kendra, Dhenkanal has embraced a multidimensional approach towards technology transfer. It conducts research, trains farmers, and organizes various outreach programs to disseminate knowledge and best practices. Additionally, the Kendra promotes sustainable farming techniques, advocates for the utilization of modern farming technologies, and encourages crop diversification.

Over the years, Krishi Vigyan Kendra, Dhenkanal has emerged as a hub of innovation, collaboration, and agricultural development. Its efforts have contributed immensely to the growth and prosperity of the district's farming community. The Kendra's work not only improves agricultural productivity but also enhances the overall quality of life for the farmers and their families. In recent years, the Kendra has focused on promoting organic farming practices, soil health management, and water conservation methods. These initiatives have revolutionized agriculture in the region and contributed to a significant reduction in chemical fertilizer usage. Furthermore, Krishi Vigyan Kendra, Dhenkanal has been actively involved in the development and promotion of novel agriculture enterprises such as beekeeping, mushroom cultivation, and vermicomposting. These alternative income-generating activities have empowered farmers to diversify their income sources and improve their socioeconomic status. The Kendra has also been instrumental in organizing training programs for rural women, equipping them with skills in processing, value addition, and marketing of agricultural produce. By empowering women, the Kendra has contributed to the overall empowerment of the rural community. In recognition of its exemplary work, the Krishi Vigyan Kendra, Dhenkanal has received numerous awards and accolades. Its dedication to research, innovation, and technology transfer has set a benchmark for other agricultural institutions in the country.

Our Mandate


The mandate of KVK is Technology Assessment and Demonstration for its Application and Capacity Development.
To implement the mandate effectively, the following activities are envisaged for each KVK
1.  On-farm testing to assess the location specificity of agricultural technologies under various farming systems.
2.  Frontline demonstrations to establish production potential of technologies on the farmers’ fields.
3.  Capacity development of farmers and extension personnel to update their knowledge and skills on modern agricultural technologies.
4.  To work as Knowledge and Resource Centre of agricultural technologies for supporting initiatives of public, private and voluntary sector in improving the agricultural economy of the district.
5.  Provide farm advisories using ICT and other media means on varied subjects of interest to farmers
In addition, KVKs produce quality technological products (seed, planting material, bio-agents, livestock) and make it available to farmers, organize frontline extension activities, identify and document selected farm innovations and converge with ongoing schemes and programs within the mandate of KVK.

Our Mentor


Prof. Pravat Kumar Roul

Vice Chancellor, OUAT

Prof. Prasannajit Mishra

Dean, Extension Education, OUAT

Dr. Pradeep Dey

Director, ATARI-Kolkata

Quotation Call Notice

News & Events

Celebration of World food Day 16.10.2023
Celebration of World Soil Day 05.12.2023

Advisory

୨୦୨୩ ମସିହା ଜୁଲାଇ ମାସ ପ୍ରଥମ ପକ୍ଷ ପାଇଁ କାର୍ଯ୍ୟପନ୍ଥା
ଉଚ୍ଚ ଜମିରେ ଶୁଖିଲା ଧାନ ବୁଣା

  • ଢ଼ିପ ଜମିରେ ଘାସ ନିୟନ୍ତ୍ରଣ ପାଇଁ ଘାସ ଗଜା ହେବାର ୮-୧୦ ଦିନ ପରେ ଅର୍ଥାତ୍ ଘାସ ୨-୩ ପତ୍ର ଅବସ୍ଥାରେ ଥିବା ସମୟରେ ଏକର ପ୍ରତି ଘାସମରା ଔଷଧ ବିସ୍‌ପାଇରିବାକ୍ ସୋଡିୟମ୍ ୧୦% ଏସ୍‌.ସି. ୧୨୦ ମି.ଲି. ୧୨୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା ଏକର ପ୍ରତି ଫେନୋସ୍କାପ୍ରୋପ୍ - ପି. ଇଥାଇଲ୍ ୯ ଇ.ସି. (ରାଇସ୍ ସ୍ଟାର୍‌) ୨୬୦ ମି.ଲି. ଧାନ ବୁଣିବାର ୨୦ ଦିନ ପରେ ମାଟି ଓଦାଳିଆ ଅବସ୍ଥାରେ ପ୍ରୟୋଗ କରନ୍ତୁ ।

ଖାଲୁଆ ଜମିରେ ଶୁଖିଲା ବୁଣା ଧାନ:

  • ଖାଲୁଆ ଜମିରେ ଶୁଖିଲା ଧାନ ବୁଣିଥିଲେ ସେଠାରେ ଘାସ ନିୟନ୍ତ୍ରଣ ପାଇଁ ଘାସ ଗଜା ହେବାର ୮-୧୦ ଦିନ ପରେ ଅର୍ଥାତ୍ ଘାସ ୨-୩ ପତ୍ର ଥିବା ଅବସ୍ଥାରେ ଏକର ପ୍ରତି ଘାସମରା ଔଷଧ ୧୨୦ ମି.ଲି. ବିସ୍‌ପାଇରିବାକ୍ ସୋଡିୟମ୍‌ ୧୦% ଏସ୍‌.ସି.୧୬ ଲିଟର କ୍ଷମତା ବିଶିଷ୍ଟ ସ୍ପ୍ରେୟରରେ ୮ ଟାଙ୍କି ଦ୍ରବଣ ପ୍ରୟୋଗ କରନ୍ତୁ କିମ୍ବା ଏକର ପ୍ରତି ୨୬୦ ଗ୍ରାମ୍ ଫେନୋସ୍କାପ୍ରୋପ୍‌-ପି. ଇଥାଇଲ୍ ୯ ଇ.ସି. (ରାଇସ୍ ସ୍ଟାର୍‌) ସହିତ ୫୦ ଗ୍ରାମ୍ ଇଥୋକ୍ସି ସଲ୍‌ଫ୍ୟୁ୍‌ରନ୍‌ (ସନ୍‌ରାଇଜ୍‌) ଧାନ ବୁଣିବାର ୧୫ ରୁ ୨୦ ଦିନ ପରେ ମାଟି ଓଦାଳିଆ ଅବସ୍ଥାରେ ପ୍ରୟୋଗ କରନ୍ତୁ ।

ରୁଆ ଧାନ:

  • ଲୁଣିଯୁକ୍ତ ମାଟି ଏବଂ ଲୁଣି ପାଣି ପ୍ରଭାବିତ ଜମିରେ ଶୁଖିଲା ତଳିଘରା କରନ୍ତୁ ନାହିଁ । ଏଭଳି ଅଞ୍ଚଳରେ ସାମୁହିକ ତଳିଘରା (କମ୍ୟୁନିଟି ନର୍ସରୀ) ପାଇଁ କମ୍ ଲୁଣି ଜମି ଦେଖି ପ୍ରସ୍ତୁତ କରନ୍ତୁ ।
  • ଉପଯୁକ୍ତ ଜଳସେଚନ ତଥା ଜଳ ନିଷ୍କାସନ ସୁବିଧା ଥିବା ସ୍ଥାନରେ କାଦୁଆ ତଳିଘରା ପ୍ରସ୍ତୁତ କରନ୍ତୁ । ଗାଁ ମାନଙ୍କରେ ସାମୁହିକ ତଳିଘରା (କମ୍ୟୁନିଟି ନର୍ସରୀ) କରିବା ପାଇଁ ଚାଷୀଭାଇମାନଙ୍କୁ ଉପଦେଶ ଦିଆଯାଉଛି ।
  • ଏକ ଏକର ଧାନ ଜମିରେ ରୋଇବା ପାଇଁ ୩୨୦ ବର୍ଗ ମିଟର (୨ ଗୁଣ୍ଠ ବା ୮ ସେଣ୍ଟ) ତଳି ଘରା ପ୍ରସ୍ତୁତ କରନ୍ତୁ । ଉଚ୍ଚତା ୧୦ ସେ.ମି., ପ୍ରସ୍ଥ ୧.୨ ରୁ ୧.୫ ମିଟର ଓ ସୁବିଧା ଅନୁସାରେ ଲମ୍ବା ପଟାଳି ବିଶିଷ୍ଟ ତଳିଘରା ପ୍ରସ୍ତୁତ କରନ୍ତୁ । ଦୁଇ ତଳିଘରା ପଟାଳି ମଧ୍ୟରେ ୩୦ ରୁ ୪୫ ସେ.ମି. ବ୍ୟବଧାନର ଏକ ନାଳୀ ଜଳ ସେଚନ ଓ ଜଳ ନିଷ୍କାସନ ପାଇଁ ରଖନ୍ତୁ ।
  • ଅଧିକ ଅମଳକ୍ଷମ ଧାନ ହୋଇଥିଲେ ଏକର ପିଛା ୧୪-୧୬ କି.ଗ୍ରା ବିହନ ଏବଂ ସଙ୍କର ଧାନ ପାଇଁ ଏକର ପିଛା ୫-୬ କି.ଗ୍ରା ବିହନ ତଳିଘରା ପାଇଁ ବ୍ୟବହାର କରନ୍ତୁ । କମ ଉର୍ବରତା ଜମିରେ ବର୍ଗମିଟର ପିଛା ୬-୩-୩ ଗ୍ରାମ୍‌ ହିସାବରେ ଘ: ଚ୨ଙ୫ : କ୨ଙ ତଳିଘରା ପ୍ରସ୍ତୁତି ସମୟରେ ପ୍ରୟୋଗ କରନ୍ତୁ । ଜିଙ୍କର ପରିମାଣ କମ୍ ଥିବା ଜମିରେ ୯୬୦ ଗ୍ରାମ୍ ଜିଙ୍କ୍ ସଲଫେଟ୍ ୩୨୦ ବର୍ଗମିଟର (୮ ସେଣ୍ଟ) ତଳିଘରାରେ ମୂଳସାର ହିସାବରେ ପ୍ରୟୋଗ କରନ୍ତୁ ।
  • ତଳି ପକାଇବା ପୂର୍ବରୁ ବିହନକୁ ବିଶୋଧନ ନିମନ୍ତେ ଏକ କିଲୋଗ୍ରାମ୍ ବିହନ ପାଇଁ ୧୦ ଗ୍ରାମ୍ ଟ୍ରାଇକୋଡର୍ମା ଜୀବାଣୁ ଗୁଣ୍ଡ ବ୍ୟବହାର କରନ୍ତୁ । ଏହି ପ୍ରଣାଳୀ ପାଇଁ ବିହନକୁ ୮ ଘଣ୍ଟା ବତୁରାଇ ପାଣିରୁ ଛାଣିଲା ପରେ ଟ୍ରାଇକୋଡର୍ମା ଗୁଣ୍ଡ ମିଶାଇ ଏକ ଓଦା ଅଖା କିମ୍ବା ପଲିଥିନ୍ ସାହାଯ୍ୟରେ ୧୨ ରୁ ୨୪ ଘଣ୍ଟା ଘୋଡାଇ ରଖନ୍ତୁ କିମ୍ବା ଅନ୍ୟ ବିଶୋଧକ ଭାବେ ଏକ କି.ଗ୍ରା. ବିହନରେ ୩ ଗ୍ରାମ୍ କ୍ୟାପ୍‌ଟାନ୍ ୫୦% (କ୍ୟାପ୍ ଗୋଲଡ୍ / କ୍ୟାପ୍‌ତାରା) କିମ୍ବା ଥିରାମ୍‌ ୭୫% (ଥିରାମ ୭୫ / ଥାଇରୋକ୍ସ) କିମ୍ବା ଅନ୍ୟ ବିକଳ୍ପ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଶୋଧନ ଔଷଧ ବ୍ୟବହାର କରିପାରନ୍ତି ।
  • ଅତ୍ୟଧିକ ଘାସ ପ୍ରଭାବିତ ତଳିଘରାରେ ଘାସ ନିୟନ୍ତ୍ରଣ କରିବା ପାଇଁ ବିହନ ବୁଣିବାର ୩-୫ ଦିନ ଭିତରେ ଏକର ପିଛା ୍ ୮୦ ଗ୍ରାମ୍ ପାଇରାଜୋସଲ୍‌ଫ୍ୟୁରାନ୍ ଇଥାଇଲ୍ କିମ୍ବା ଘାସ ଗଜା ହେବାର ୮ ରୁ ୧୦ ଦିନ ପରେ ଅର୍ଥାତ୍ ଘାସ ୨-୩ ଟି ପତ୍ରଥିବା ଅବସ୍ଥାରେ ୧୨୦ ମି.ଲି. ବିସ୍‌ପାରିବାକ୍‌ସୋଡିୟମ୍ ୧୦% ଏସ୍‌.ସି. ୧୬ ଲିଟର କ୍ଷମତା ବିଶିଷ୍ଟ ସ୍ପ୍ରେୟରରେ ୮ ଟାଙ୍କି ଦ୍ରବଣ ପ୍ରୟୋଗ କରନ୍ତୁ ।
  • ଯଦି ତଳିଘରାରେ ଉକୁଣିଆ ପୋକ ଦେଖାଯାଏ ତେବେ ଏକର ପ୍ରତି ଘଝକଋ (ଆଜାଡିରାକ୍ଟିନ୍‌) ୮୦୦ ମି.ଲି. କିମ୍ବା ଲାମ୍ବଡା ସାଇହାଲୋଥ୍ରିନ୍ ୫ % ଇ.ସି. ୧୦୦ ମି.ଲି. କିମ୍ବା ଥାୟାମିଥୋକ୍ସାମ୍ ୨୫% ଡବ୍ଲ୍ୟୁ.ଜି ୪୦ ଗ୍ରାମ୍‌ ପ୍ରୟୋଗ କରନ୍ତୁ ।
  • ଯେଉଁ ଜାଗାରେ ଚେରଗଣ୍ଠି ରୋଗ ଏବଂ କାଣ୍ଡବିନ୍ଧା ପୋକର ପ୍ରାଦୁର୍ଭାବ ଅଧିକା ଥାଏ, ସେଠାରେ ଧାନ ବୁଣିବାର ୫ ଦିନ ପରେ ପ୍ରତି ବର୍ଗମିଟର ତଳିଘରା ପିଛା, କାର୍ବୋଫୁରାନ୍ ଦାନାଦାର ୩ ଗ୍ରାମ୍ କିମ୍ବା ଫୋରେଟ୍ ୧ ଗ୍ରାମ୍ କିମ୍ବା ଡାଇଆଜିନନ୍ ୧ ଗ୍ରାମ୍ ପ୍ରୟୋଗ କରନ୍ତୁ ।
  • ଯଦି ତଳିଘରାରେ ପତ୍ରପୋଡା ରୋଗ ଦେଖାଯାଏ ତେବେ ଏକ ଲିଟର ପାଣିରେ ପ୍ରୋପିକୋନାଜୋଲ ୧ ମି.ଲି. ହିସାବରେ ମିଶାଇ ସିଞ୍ଚନ କରନ୍ତୁ ।
  • ତଳିଘରାରେ ମହିଷା ରୋଗ ଲକ୍ଷଣ ଦେଖାଦେଲେ ଏକ ଲିଟର ପାଣିରେ ଟେବୁକୋନାଜୋଲ ୫୦% ସହିତ ଟ୍ରାଇପ୍ଲୋଂକ୍ସିଷ୍ଟ୍ରୋବିନ୍ ୨୫% ଡବ୍ଲ୍ୟୁ.ଜି. ୦.୪ ଗ୍ରାମ୍ କିମ୍ବା ଆଇସୋପ୍ରୋଥିଓଲେନ୍ ୪୦ ଇ.ସି. ୧.୫ ମି.ଲି.ସିଞ୍ଚନ କରନ୍ତୁ । ୭ ରୁ ୧୦ ଦିନ ବ୍ୟବଧାନରେ ଆଉ ଥରେ ପ୍ରୟୋଗ କରନ୍ତୁ ।
  • ତଳିଘରାରେ ବକାନୀ ରୋଗ ଦେଖାଦେଲେ ଏକ ଲିଟର ପାଣିରେ କାର୍ବେଣ୍ଡାଜିମ୍ ୬୪% + ମ୍ୟାଙ୍କୋଜେବ୍ ୮% ୭୫ ଡବ୍ଲ୍ୟୁ.ପି. ଭଲଭାବେ ମିଶାଇ ସିଞ୍ଚନ କରନ୍ତୁ । ୭ ରୁ ୧୦ ଦିନ ବ୍ୟବଧାନରେ ଆଉଥରେ ପ୍ରୟୋଗ କରନ୍ତୁ ।
  • ତଳିଘରାରେ ପତ୍ରଚିତ୍ତ୍‌ା ରୋଗ ଦେଖାଦେଲେ ଏକ ଲିଟର ପାଣିରେ ୧ମି.ଲି. ପ୍ରୋପିକୋନାଜୋଲ ୨୫ ଇ.ସି. କିମ୍ବା ମ୍ୟାଙ୍କୋଜେବ୍ ୭୫ ଡବ୍ଲ୍ୟୁ.ପି. କିମ୍ବା ୧.୫ ଗ୍ରାମ୍ କାର୍ବେଣ୍ଡାଜିମ୍ ୬୪% ସହିତ ମ୍ୟାଙ୍କୋଜେବ୍ ୮% ୭୫ ଡବ୍ଲ୍ୟୁ.ପି ଭଲଭାବେ ମିଶାଇ ସିଞ୍ଚନ କରନ୍ତୁ ।
  • ଟୁଙ୍ଗ୍ରୋ ରୋଗର ଲକ୍ଷଣ ଦେଖାଦେଲେ ଏହି ରୋଗର ବାହକ ସବୁଜ ପତ୍ରଡିଆଁ ପୋକକୁ ନିୟନ୍ତ୍ରଣ କରିବା ପାଇଁ ଏକ ଲିଟର ପାଣିରେ ୦.୨୫ ମି.ଲି. ଇମିଡାକ୍ଲୋପ୍ରିଡ୍ ୭.୮ ଏସ୍‌.ଏଲ କିମ୍ବା ୦.୨ ଗ୍ରାମ୍ ଥାୟାମିଥୋକ୍ସାମ୍‌ ୨୫ ଡବ୍ଲ୍ୟୁ.ଜି ମିଶାଇ ସିଞ୍ଚନ କରନ୍ତୁ ।
  • କାଣ୍ଡବିନ୍ଧା ପୋକ ଏବଂ ପତ୍ରମୋଡା ପୋକର ପ୍ରାଦୁର୍ଭାବ ନିରୀକ୍ଷଣ କରିବା ପାଇଁ ଏକ ଏକର ତଳିଘରା ପିଛା ତିନୋଟି ଫେରୋମୋନ୍ ଯନ୍ତା /ଟ୍ରାପ୍ ରଖନ୍ତୁ । ଯଦି ଗୋଟିଏ ଟ୍ରାପ୍ ପିଛା ୪ ରୁ ୫ଟି ପୁରୁଷ ପୋକ ଦେଖାଯାଆନ୍ତି, ତେବେ ଏକର ପିଛା ୮୦୦ ମି.ଲି. ଆଜାଡିରାକ୍ଟିନ୍ କିମ୍ବା ୪ କି.ଗ୍ରା. କ୍ଲୋରାନଟ୍ରାନିଲିପ୍ରୋଲ୍ ୦.୪% ଜି.ଆର୍‌. ସହିତ ବାଲି ସମାନ ଭାବରେ ମିଶାଇ କିମ୍ବା ୬୦ ମି.ଲି. କ୍ଲୋରାନ୍‌ଟ୍ରାନିଲିପ୍ରୋଲ ୧୮.୫% ଏସ୍‌.ସି. ୨୦୦ ଲିଟର ପାଣିରେ କିମ୍ବା ୧୦ କି.ଗ୍ରା. କାର୍ଟାପ୍ ହାଇଡ୍ରୋକ୍ଲୋରାଇଡ୍ ୪ ଜି. ପ୍ରୟୋଗ କରନ୍ତୁ ।
  • ନଳୀପୋକ ଦେଖାଦେଲେ ଏକର ପିଛା ୮୦ ମି.ଲି. ଇଣ୍ଡୋକ୍ସାକାର୍ବ ୧୫.୮% ଇ.ସି. କିମ୍ବା ୨୦ ମି.ଲି. ଫ୍ଲୁବେଣ୍ଡିଆମାଇଡ୍ ୩୯.୩୫% ଏସ୍‌.ସି. ପ୍ରୟୋଗ କରନ୍ତୁ ।
  • ଧାନ ରୂଆ ଯନ୍ତ୍ର ସାହାଯ୍ୟରେ ଧାନ ରୋଇବା ପାଇଁ ୧୫ ରୁ ୨୦ ଦିନ ପୂର୍ବରୁ ମଶିଣା ତଳିଘରା ପ୍ରସ୍ତୁତ କରନ୍ତୁ । ପଲିଥିନ୍‌କୁ ସମାନ ଭାବେ ସମତଳ ଚଟାଣ ବା ଜମିରେ ବିଛାଇ ଦିଅନ୍ତୁ ଏବଂ ଏହା ଉପରେ ବର୍ଗାକାରର ଏକ କାଠ ଛାଞ୍ଚ ରଖନ୍ତୁ । ଚାରିଭାଗ ଗୁଣ୍ଡ ମାଟି ସହିତ ଏକ ଭାଗ ଗୁଣ୍ଡ ଜୈବିକ ସାର ମିଶ୍ରଣକୁ ପଲିଥିନ୍ ଉପରେ ୨ ସେ.ମି. ବହଳରେ ସମତଳ ଭାବେ ବିଛାଇ ଦିଅନ୍ତୁ । ପୂର୍ବ ଗଜୁରିତ ଧାନ ବିହନକୁ ପ୍ରସ୍ତୁତ ଥିବା ପଲିଥିନ୍ ତଳିଘରା ଉପରେ ବୁଣନ୍ତୁ । ବୁଣିସାରିବା ପରେ ମଞ୍ଜିକୁ ୦.୫ ସେ.ମି. ବହଳର ମାଟି ଗୁଣ୍ଡ ଦ୍ୱାରା ଘୋଡାଇ ଦିଅନ୍ତୁ । ତଳିଘରା ଖୋଲା ଜାଗାରେ ଥିଲେ କିଛି ନଡା କିମ୍ବା କଦଳୀପତ୍ର ଦ୍ୱାରା ୨ ରୁ ୩ ଦିନ ଘୋଡାଇ ଦିଅନ୍ତୁ । ତଳିଘରାକୁ ଓଦା ରଖିବା ପାଇଁ ନିୟମିତ ବ୍ୟବଧାନରେ ଜଳସେଚନ କରନ୍ତୁ । ଏକ ଏକର ଚାଷ ଜମି ପାଇଁ ୪୦ ବର୍ଗମିଟର (ଏକ ସେଣ୍ଟ) ତଳିଘରା ଆବଶ୍ୟକ ହୋଇଥାଏ ।
  • ମୁଖ୍ୟ ଜମିକୁ ୭-୧୦ ଦିନ ବ୍ୟବଧାନରେ ଦୁଇଥର କାଦୁଅ କରି ଭଲଭାବେ ସମତଳ କରି ଦିଅନ୍ତୁ । ପ୍ରଥମ କାଦୁଅ ପୂର୍ବରୁ ଏକର ପ୍ରତି ୮ କ୍ୱ୍‌ିଣ୍ଟାଲ ସଢା ଗୋବର ଖତ ପ୍ରୟୋଗ କରନ୍ତୁ ।
  • ମୁଖ୍ୟ ଜମିରେ ପ୍ରଥମ ଥର କାଦୁଅ କରିବା ସମୟରେ ଧଣିଚା ଗଛକୁ ଭଲଭାବରେ ମିଶାଇ ଦିଅନ୍ତୁ ।
  • ଅଧିକ ଅମଳକ୍ଷମ କିସମ ପାଇଁ ଏକର ପିଛା (୩୫ କି.ଗ୍ରା. ଡି.ଏ.ପି + ୨୭ କି.ଗ୍ରା ଏମ୍‌.ଓ.ପି) କିମ୍ବା (୧୮ କି.ଗ୍ରା ୟୁରିଆ + ୧୦୦ କି.ଗ୍ରା. ଏସ୍‌. ଏସ୍‌. ପି. + ୨୭ କି.ଗ୍ରା ଏମ୍‌.ଓ.ପି) ଶେଷ ଓଡ କାଦୁଅ କରିବା ସମୟରେ ମୂଳସାର ଭାବେ ପ୍ରୟୋଗ କରନ୍ତୁ । ବାଲିଆ ମାଟି ହୋଇଥିଲେ ଏକର ପିଛା (୩୫ କି.ଗ୍ରା. ଡି.ଏ.ପି + ୧୩.୫ କି.ଗ୍ରା. ଏମ୍‌.ଓ.ପି) କିମ୍ବା (୧୮ କି.ଗ୍ରା ୟୁରିଆ + ୧୦୦ କି.ଗ୍ରା. ଏସ୍‌.ଏସ୍‌.ପି. + ୧୩.୫ କି.ଗ୍ରା. ଏମ୍‌.ଓ.ପି) ମୂଳସାର ଭାବେ ପ୍ରୟୋଗ କରନ୍ତୁ ।
  • ସଙ୍କରଜାତୀୟ ଧାନ କିସମ ପାଇଁ (୫୩ କି.ଗ୍ରା. ଡି.ଏ.ପି. + ୨୭ କି.ଗ୍ରା. ଏମ୍‌.ଓ.ପି.) କିମ୍ବା (୨୬ କି.ଗ୍ରା. ୟୁରିଆ + ୧୫୦ କି.ଗ୍ରା.ଏସ୍‌.ଏସ୍‌.ପି. + ୩୦ କି.ଗ୍ରା. ଏମ୍‌.ଓ.ପି.) ମୂଳସାର ଭାବେ ଶେଷ ଓଡ କାଦୁଅ କରିବା ସମୟରେ ପ୍ରୟୋଗ କରନ୍ତୁ ।
  • ଦସ୍ତା ଅଭାବ ଥିବା ଜମିରେ ଏକର ପିଛା ୧୦ କି.ଗ୍ରା. ଜିଙ୍କ୍‌ସଲଫେଟ୍ କିମ୍ବା ୬ କି.ଗ୍ରା. ଜିଙ୍କ୍‌–ଋଊଞଇ (ଦୁଇବର୍ଷକୁ ଥରେ) ଶେଷ ଓଢ ଼ଜମି ପ୍ରସ୍ତୁତ ସମୟରେ ପ୍ରୟୋଗ କରନ୍ତୁ ।
  • ଯେଉଁ ଜମିରେ ବୋରନ୍‌ର ଅଭାବ ଥାଏ ସେଠାରେ ଏକର ପିଛା ବୋରାକ୍ସ ୨ କି.ଗ୍ରା. ଶେଷ ଓଢ ଼ଜମି ପ୍ରସ୍ତୁତ ସମୟରେ ପ୍ରୟୋଗ କରନ୍ତୁ ।
  • ଅଧିକ ଅମଳକ୍ଷମ ଧାନର ୨୫ ରୁ ୩୦ ଦିନର ତଳି ୨୦ ଢ ୧୫ ସେ.ମି. ବ୍ୟବଧାନରେ ବୁଦା ପ୍ରତି ୨-୩ ଟି ତଳିରୁଅନ୍ତୁ ଏବଂ ସଙ୍କରଜାତୀୟ ଧାନ ବୁଦା ପ୍ରତି ୧-୨ ଟି ତଳିରୁଅନ୍ତୁ ।
  • ଘାସ ନିୟନ୍ତ୍ରଣ ପାଇଁ ଏକର ପିଛା ୪ କି.ଗ୍ରା. ଘାସମରା ଦାନାଦାର ବେନ୍‌ସଲଫ୍ୟୁରାନ୍ ମିଥାଇଲ ୦.୬% + ପ୍ରେଟିଲାକ୍ଲୋର ୬% ଜି.ଆର୍‌. ସହିତ ୪ କି.ଗ୍ରା ବାଲି ମିଶାଇ ଧାନ ତଳି ରୋଇବାର ୫ ରୁ ୧୦ ଦିନ ପରେ ପ୍ରୟୋଗ କରନ୍ତୁ ।
  • ଚାଷୀଭାଇମାନେ ଧାନ ଚାଷ ସମ୍ପର୍କରେ ଅଧିକ ସୂଚନା ବା ବିବରଣୀ ଜାଣିବା ପାଇଁ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ, କଟକ ଦ୍ୱାରା ବିକଶିତ ରାଇସ୍ ଏକ୍ସପୋର୍ଟ ମୋବାଇଲ ଆପ୍ (riceXpert) ଗୁଗୁଲ୍ ପ୍ଲେଷ୍ଟୋରରୁ ଡାଉନ୍‌ଲୋଡ କରି ବ୍ୟବହାର କରିପାରିବେ ।